YOUTUBE/ HARZAInstagram
ଆଦିବାସୀ
ଆଦିବାସୀ ଭାରତର ମୂଳ ନିବାସୀ ଆଦିବାସୀ ମାନଙ୍କ ଇତିହାସ 3 ଲକ୍ଷ ବର୍ଷ ପୁରୁଣା ,ଆଦିବାସୀ ଶବ୍ଦ ଦୁଇଟି ଶବ୍ଦ ରେ ତିଆରି ଆଦି ଆଉ ବାସୀ ଏହାର ଅର୍ଥ ମୂଳନିବାସୀ ।
ଭାରତର 8.6% ଭାଗ ମାନେ 10 କୋଟି ଆଦିବାସୀ ମାନଙ୍କ ଜନସଂଖ୍ୟା । ଆଦିବାସୀ ମାନଙ୍କୁ ଜନଜାତି ମଧ୍ୟ କହନ୍ତି ।
ଭାରତରେ ପାଖାପାଖି 461 ପ୍ରକାର ଆଦିବାସୀ ଅଛନ୍ତି ,ପ୍ରମୁଖ ଆଦିବାସୀ ହେଲେ ଗୋଣ୍ଡା,ମୁଣ୍ଡା,ଖଡିୟା,ଭିଲ୍,ସନ୍ତାଳ,ଲହରା,ବିରହୋର୍,ପାରଦି,ଅସୁର,ମିଣା,ଉରାମ୍ବ୍,ହ୍ ର୍ଜା,କନ୍ଧ ଇତ୍ୟାଦି ।।
ଆଦିବାସୀ ମାନେ ନିଜର ପାରମ୍ପରିକ ସଂସ୍କୃତି କୁ ଆଜି ଯାଇଁ ବଞ୍ଚାଇ ରଖିଛନ୍ତି ।
ଆଦିବାସୀ ମାନେ ଇତିହାସ ରୁ ସ୍ୱାଭିମାନି ସ୍ୱତନ୍ତ୍ରତା ପ୍ରେମୀ ରହିଛନ୍ତି ।
ଆଦିବାସୀ ମାନେ ହିଁ ପ୍ରଥମେ ଦେଶରେ ସଂସ୍କୃତି ର ବୀଜ ଲଗେଇ ଥିଲେ ।
ଆଦିବାସୀ ମାନ ପ୍ରକୃତି କୁ ହିଁ ଭଗବାନ ମାନନ୍ତି ଓ ଏହାର ପୂଜା କରନ୍ତି । ଅଧିକାଂଶ ଲୋକମାନେ ଏହା କହିଥାନ୍ତି ଯେ ଆଦିବାସୀ ମାନେ ଆପ୍ରିକା କାରୁ ଆସିଛନ୍ତି ,କିନ୍ତୁ ଏହା ଭୂଲ କାରଣ ଆଦିବାସୀ ମାନେ ଭାରତର ମୂଳ ନିବାସୀ ଏହାର ପ୍ରମାଣ ମିଳିଛି ।
60 ରୁ 20 ଲକ୍ଷ ବର୍ଷ ପୂର୍ବେ ସେହି ମଣିଷ ପରି ଜୀବକୁ ଆଦି ମାନବ କୁହାଯାଉଥିଲା ଏମାନେ ବାନର ପରି ଦୁଇ ଗୋଡରେ ଚାଲି ପାରୁ ଥିଲେ । ପ୍ରାଚୀନ ମାନବର ଅବଶେଷ ଆପ୍ରିକା ଓ ଏସିଆରେ ଉପମହା ଦ୍ବୀପ ରେ ମିଳିଛି । ଆପ୍ରିକାରେରୁ ମିଳି ଥିବା ଅବଶେଷ କୁ Australopithecus ଚିନ୍ ରୁ ମିଳିଥିବା ଅବଶେଷକୁ Sinanthropus ବୋଲି କହନ୍ତି ,ଜାବା ରୁ ପ୍ରାପ୍ତ ଅବଶେଷ କୁ Pithecanthropus କହନ୍ତି ଓ ବିଭାଜିତ ଭାରତର ଶିବାଲିଙ୍ଗ ପାହାଡ ରୁ ମିଳଥିବା ଅବଶେଷ କୁ Sivapithecus କହନ୍ତି । Sivapithecus 55 ରୁ 15 ଲକ୍ଷ ବର୍ଷ ପୁର୍ବରୁ ଭାରତୀୟ ଉପମହାଦ୍ବୀପ ରେ ବାସ କରୁ ଥିଲେ ।।।
ବାସ୍ତବିକ ମାନବ Homo Habilis କୁ ବୋଲି ମାନନ୍ତି ,କାରଣ ଏମାନେ ସବୁ ପ୍ରକାର ରେ ମାନବ ପରି ଥିଲେ । ଏମାନଙ୍କ ମସ୍ତିଷ୍କ ଓ ଖପରୀ ରୁ ଜଣାପଡେ ଏମାନେ କଥା ବି କହି ପାରୁ ଥିଲେ ।।
Homo Habilis ମାନଙ୍କୁ Handi Man ବୋଲି ଜଣାଯାଏ କାରଣ ଏମାନେ ଉପକରଣ ବନେଇ ବ୍ୟବହାର କରୁଥିବା ପ୍ରଥମ ମାନବ ଥିଲେ ,ଏମାନେ 5 ଫୁଟ ଲମ୍ବା ଆଉ ସିଧା ଥିଲେ ,25 ଲକ୍ଷ ରୁ 20 ଲକ୍ଷ ବର୍ଷ ପୁର୍ବେ ବାସ କରୁଥିଲେ ,ଏମାନଙ୍କ ଅବଶେଷ ଆପ୍ରିକା ଓ ଏସିଆ ଉପମହାଦ୍ବୀପ ର ଅଲଗା ଅଲଗା ଯାଗାରେ ଅବଶେଷ ମିଳିଛି ।
ଏମାନଙ୍କ ପରେ Homo Erectus ଏମାନଙ୍କ ଶରୀର ସିଧା ଚେହେରା ଛୋଟ କିନ୍ତୁ ଲମ୍ବା ଥିଲା ଏମାନଙ୍କର ବଡ ମସ୍ତିଷ୍କ ଥିଲା ଭଲ ଔଜାର୍ ତିଆରି କରି ଠିକ୍ ରେ ବ୍ୟବହାର କରି ପାରୁଥିଲେ ।
ଏମାନେ ହିଁ ପ୍ରଥମେ ନିଆଁ ଆବିଷ୍କାର କରି ଥିଲେ ଓ ଏହାକୁ କାବୁ କରିବା ଶିଖି ଥିଲେ ,ନିଆଁ ର ଖଜ ମାନବ ଇତିହାସ ର ସବୁଠାରୁ ବଡ ଖଜ ମାନନ୍ତି । Homo Erectus ମାଂସାହାରୀ ଥିଲେ ,ଏମାନେ ଗୁମ୍ଫା ରେ ପରିବାର ବନେଇ ରହୁ ଥିଲେ । Africa ,Asia, Europe ମହାଦ୍ବୀପରେ ବାସ କରୁଥିଲେ ,19 ଲକ୍ଷ ରୁ 5 ଲକ୍ଷ ବର୍ଷ ପୁର୍ବରୁ ବାସ କରୁ ଥିଲେ ।
HOMO SAPIENS ଦୁଇ ପ୍ରକାର ର:---------
(1)Homo Sapiens Neanderthalensis ଆକାର ରେ ବିଶାଳ ଥିଲେ ଓ ଏମାନଙ୍କ ମସ୍ତିଷ୍କ ଆଧୁନିକ ମଣିଷ ମାନଙ୍କ ମସ୍ତିଷ୍କ ରୁ ବଡ ଥିଲା ,ଏମାନେ ବହୁତ ଶକ୍ତିଶାଳୀ ଓ ମାଂସହାରୀ ଥିଲେ ,ଏମାନଙ୍କର ଔଜାର ରୁ ଜଣାପଡଡେ ଏମାନେ ବହୁତ ଭଲ ଶିକାରୀ ଥିଲେ , ଏମାନେ ମଧ୍ୟ ପରିବାର ବନେଇ ଗୁମ୍ଫା ରେ ରହୁଥିଲେ ।।
(2)Homo Sapiens Sapiens ଆଧୁନିକ ମନୁଷ୍ୟ ଏହି ପ୍ରଜାତିର ବୋଲି କୁହାଯାଉଛି ,ଏମାନଙ୍କ ପୂର୍ବଜ Homo Sapiens Neanderthalensis ରୁ ଆକାରରେ ଛୋଟ ଥିଲେ ଓ ଏମାନଙ୍କ ମସ୍ତିଷ୍କ ମଧ୍ୟ ଛୋଟ ଥିଲା ,ଏମାନେ 8 ଲକ୍ଷ ରୁ 3 ଲକ୍ଷ ବର୍ଷ ପୁର୍ବେ ବାସ କରୁଥିଲେ । ଏମାନଙ୍କ ଅବଶେଷ France,Germany,Belgium,Italy,Central Asia,India,China ,Japan ସହିତ ଶହେରୁ ସ୍ଥାନରୁ ପ୍ରାପ୍ତ ହୋଇଛି । ଆଧୁନିକ ମନୁଷ୍ୟର ସବୁଠାରୁ ପାଖର ପୂର୍ବଜ Homo Sapiens Sapiens ବୋଲି ମାନନ୍ତି । ଏମାନଙ୍କ ସମୟ କାଳ 1ଲକ୍ଷ୍ୟ ରୁ 15 ହଜାର ବର୍ଷ ।।
ଅଧିକାଂଶ ମାନବ ଜୀବଶ୍ମ ଆପ୍ରିକାରେ ମିଳିଛି ତେଣୁ ,ମାନି ନେଇ ଛନ୍ତି ଯେ ମନୁଷ୍ୟ ର ଉତ୍ପତି ଆପ୍ରିକାରେ ହେଇଛି ,କିନ୍ତୁ କିଛି ବର୍ଷ ହେଲା ଭାରତ ସହିତ ଏସିଆର କେତେ ଭାଗରେ ମାନବ ଅବଶେଷ ମିଳିଥିବା ରୁ ଏ ଧାରଣ ପୁରା ବଦଳି ଗଲା । ଭାରତ ଉପମହାଦ୍ବୀପ ରୁ ପ୍ରମାଣ ଦେଖିଲେ ଜଣାପଡୁଛି ,ଝାରଖଣ୍ଡ ଆଉ ରାଜସ୍ଥାନ ର ଜୀବାଶ୍ମ ପାଖା ପାଖି 14 କୋଟି ରୁ 6 କୋଟି ବର୍ଷ ପୁରୁଣା ।।
60 ରୁ 20 ଲକ୍ଷ ବର୍ଷ ପୂର୍ବେ ଶିବଲିଙ୍ଗ ପର୍ବତ ରେ Sivapithecus ରହୁଥିଲେ । ଭାରତର ନର୍ମଦା କ୍ଷେତ୍ର ହତନରା ପାଖରେ ମଳିଥିବା ମାଦା ମାନବର ଖପରୀ Homo Erectus ନହେଲେ Homo Sapiens ର ବୋଲି ମାନୁଛନ୍ତି । 5 ରୁ 3 ଲକ୍ଷ ବର୍ଷ ପୁରୁଣା ବୋଲି ମାନୁଛନ୍ତି । ତାମିଲ ନାଡୁ ଚେନ୍ନାଇ ପାଖରେ Attrambakkam ରେ ମାନବ ଅବଶେଷ ଓ ଔଜାର ମିଳିଛି 3 ରୁ 1 ଲକ୍ଷ 60 ହଜାର ପୁରୁଣା ବୋଲି କହିଛନ୍ତି । ଏଠାରେ ମିଳିଥିବା ଖପୁରୀ 5 ବର୍ଷ ର ରେଟରାଇଟ୍ ବେବି ର ଏହା Homo Sapiens ରୂପେ ଚିହ୍ନଟ କରାଯାଇଛି ।।।
Narmada Damodar ,Rajmahal Godawari Raj Krishna ରେ 3 ଲକ୍ଷ ରୁ 50 ହଜାର ବର୍ଷ ପୂର୍ବରୁ ମାନବ ଜୀବଶ୍ମ ,ଜୀବଜନ୍ତୁ ର ହାଡ ଓ ପଥର ଔଜାର,ଗୁମ୍ଫା ରେ ଶୈଳଚିତ୍ର ମାନ ମିଳିଛି ।।
Bhimbetka ର ଗୁମ୍ଫା ଆଉ ଶୈଳଚିତ୍ର 50 ହଜାର ବର୍ଷ ରୁ ବେସି ପୁରୁଣା । ଭାରତ,ଚିନ୍,ଆଉ ଜାବା ରୁ ପ୍ରାପ୍ତ ମାନବ ଜୀବଶ୍ମ Sinanthropus,Pithecanthropus, Sivapithecus ରୁ ଏ ପ୍ରମାଣ ହୋଉଛି ,ଯେ ଭାରତୀୟ ଉପମହାଦ୍ବୀପ ର ଆଦିବାସୀ ଆପ୍ରିକା ରୁ ଆସି ନଥିଲେ ,ଏମାନଙ୍କ ଜନ୍ମ ଏଠାରେ ହେଇଥିଲା,ଓ ବିକାଶ ବି ଏଇଠି ହେଇଥିଲା । ପରେ ଆପ୍ରିକା ସହିତ ଅନ୍ୟ ଦେଶରେ ଚାଲି ଗଲେ ।
ଆରକୋଲୋଜିଷ୍ଟ୍ ଓ ଇତିହାସକାରର ଏକ ବଡ ସମୂହ ଏହା ମାନନ୍ତି ଯେ ଭାରତୀୟ ଉପମହାଦ୍ବୀପ ରେ ମାନବର ପୂର୍ବଜଙ୍କ ର ଜନ୍ମ ଆଉ ବିକାଶ ହେଲା ଓ ଏହି ଠାରୁ ହିଁ ସାରା ଦୁନିଆରେ ପେହେଲି ଗଲେ ।।
ଏହି ଅବଦାରଣାର ତିନୋଟି ମୂଖ୍ୟ ଆଧାର ହେଉଛି :-------
ପ୍ରଥମ ହେଇଛି ଜଳବାୟୁ ପରିବର୍ତ୍ତନ ,ଦ୍ୱିତୀୟ ଜିନ୍ ବଂଶ ପରମ୍ପରା ଓ ତୃତୀୟ ହେଉଛି ଭାଷା ସବୁଠାରୁ ବେସି ସମ୍ଭାବନା ହେଉଛି ମାତ୍ରକା ଜିନ୍ ପୁରା ରୂପରେ ଭାରତୀୟ ଜେନେଟିକ୍ ବଂଶ ପରମ୍ପରା ର ହେପ୍ଲୋ ଗ୍ରୁପ୍ L1 L1 L2 L3 MN ସବୁର ଜନ୍ମ ଭାରତ ରେ ହେଇଥିଲା ।
ଜେନେଟିକ୍ ଇତିହାସ ଦେଖିଲେ ଜଣା ଯାଏ ଯେ ମାତ୍ରକା DNA L0 ଓ L1 ପ୍ରବାସ ଆପ୍ରିକାରେ 1 ଲକ୍ଷ 30 ହଜାର ବର୍ଷ ପୂର୍ବେ ହେଇଥିଲା ।
ଏମାନେ ବିଲୁପ୍ତ ହେଇ ଥିବା ପୂର୍ବଜଙ୍କ ସହିତ ମିସି ନୂଆ ପ୍ରଜାତିରେ ଜନ୍ମ ନେଇ ଥିଲେ ପରେ ନୂଆ ନସଲ ଭାବେ ବିକଶିତ ହେଲେ ।
Narmada Woman ,Laterite Baby ,Rhodesian Man ଆପ୍ରିକା ଥିଓରି କୁ ବଡ ଚୁନତି ଦିଅନ୍ତି ।।।
ଏବେ ଥିବା ପ୍ରମାଣ କୁ ବିଚାର କଲେ ଜାଣିବାକୁ ପାଉ ଛୁ ଯେ ପୁରାତନ ଆଧୁନିକ ମନୁଷ୍ୟ କମ୍ ସେ କମ୍ 3 ଲକ୍ଷ ବର୍ଷ ପୂର୍ବେ ବାସ କରୁ ଥିଲେ ।
ଏମାନଙ୍କ ମଧ୍ୟ ରୁ କିଛି ଭିରତର ନର୍ମଦାରୁ ରାଜମହଲ ଯାଇଁ ,ରହୁଥିଲେ ଆଉ କିଛି ଦକ୍ଷିଣ ଭାରତ ରୁ ଶ୍ରୀ ଲଙ୍କା ଯାଇଁ ପେହେଲି ଥିଲେ ।
ଦେଖିବା କଥା ଏହି କି ଯେ Rhodesian Man ଖପରୀ ରେ ଆଚାର୍ଯ୍ୟ ଜିନିଷ ମିଳିଛି ଅନ୍ୟ ପୁରୁଣା ଆପ୍ରିକି ଖପରୀ ରେ ମଜଉତ୍ ନାହିଁ , କିନ୍ତୁ Narmada Woman ଖପରୀ ଓ ସବୁ ଆଧୁନିକ ମନୁଷ୍ୟ ଖପରୀ ରେ ଉପସ୍ଥିତ ଅଛି । ତେଣୁ ପୁରାରୂପେ ସମ୍ଭାବନା ଅଛି ମନୁଷ୍ୟ ପ୍ରଜାତି ଭାରତରୁ ପାଖାପାଖି 1 ଲକ୍ଷ 60 ହଜାର ପୂର୍ବରୁ ଆପ୍ରିକାର ସାମ୍ଭ୍ୟା ଚାଲି ଯାଇଥିଲେ । ଏହା ପରେ 85 ହଜାର ବର୍ଷ ପାଖାପାଖି ଆଉ ଏକ ମାନବ ସମୂହ MNK ବିଭାଜନ ପୂର୍ବରୁ L0 -L0A L0K L0D L1 L2 L3 ଆପ୍ରିକାରେ ଟ୍ରାନ୍ସପର ହେଇ ଗଲା,
ସାଉତ୍ ଇଷ୍ଟ୍ ଏସିଆ ଆଡକୁ ଚାଲି ଗଲା ,ଏମାନଙ୍କୁ ମଧ୍ୟ ରୁ କିଛି ଦକ୍ଷିଣ ଚିନ୍ ରେ ଯାଇ ପହଞ୍ଚିଲେ ।
74 ହଜାର ବର୍ଷ ପୂର୍ବେ Mount Toba ବିଷ୍ପରଣ ହେଲା ,କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ର ପ୍ରୋପେଶର କହନ୍ତି ,ଯେ ଏହି ବିଷ୍ପଠ ଯେଉଁ ସମୟରେ ହେଲା ଆଦିମାନବ ଏସିଆର ତମାମ୍ ଏରିଆରେ ପେହେଲୁ ଥିଲେ ।
ଏହା ଯୋଗୁଁ ଭାରତର ପର୍ୟାବରଣ ବହୁତ ବଦଳିଲା ,ତେଣୁ ବହୁତ ଥଣ୍ଡା ପଡିବାରୁ L0 L1 L2 L3 ଭାରତରେ ମୃତ୍ୟୁ ହେଇ ଗଲା କିନ୍ତୁ ଆପ୍ରିକାରେ ବଞ୍ଚିଥିଲେ। ମାନନ୍ତି ଯେ ସେହି ସମୟରେ ଭାରତରେ 1 ହଜାର ଲୋକ ହିଁ ବଞ୍ଚିଥିଲେ , ପରେ ଭାରତୀୟ ଉପମହାଦ୍ବୀପ ରେ ବାତାବରଣ ରହିବା ଯୋଗ୍ୟ ହେଲା ,ଭାରତୀୟ ଆଦିବାସୀ ନିଉଗିନି ଓ ଅଷ୍ଟ୍ରେଲିଆ ଚାଲିଗଲେ ।
ଆଉ କିଛି ସାଉତ୍ଇଷ୍ଟ୍ ଏସିଆରୁ ପୂର୍ବ ଓ ନର୍ଥ ଇଷ୍ଟ୍ ଏସିଆରୁ ପୁଣି ପେରି ଆସିଲେ ।ଭାରତର ଆଦିବାସୀ ସମୁଦାୟ ମୁଣ୍ଡା ,ସନ୍ତାଳ,ଖଡିୟା,ଉରାଉ,ଅସୁର,ଭିଲ୍ ସମସ୍ତଙ୍କର ପେତ୍ରିକ୍ ଜିନ୍ M95 02A ଗୋଟିଏ ବଂଶ ପରମ୍ପରାର ହିଁ ।
Austroasiatic ମୁଣ୍ଡା,ସନ୍ତାଳ,ଖଡିୟା,ଆଦି ଭାଷା 17 ହଜାର ବର୍ଷ ପୁରୁଣା ଓ ଗ୍ରେଟ୍ ଆଣ୍ଡାମାନି ନିକବରି ଭିଷା 65 ହଜାର ବର୍ଷ ପୁରୁଣା ଖାସି ଭାଷା 57 ହଜାର ବର୍ଷ ପୁରୁଣା ଏହି ସବୁ ପ୍ରମାଣ ରୁ ସାବ୍ୟସ୍ତ ହେଉଛି ଭାରତୀୟ ଉପମହାଦ୍ବୀପ ରୁ ହିଁ ମନୁଷ୍ୟର ବିକାଶ ର ମୂଳ କେନ୍ଦ୍ର ଏହି ଠାରେ ହିଁ ମାନବ ଇତିହାସ ର ଆରମ୍ଭ ହେଲା ।
ଏହି ଠାରୁ ପ୍ରମାଣ ହେଲା ଯେ ଭାରତୀୟ ଆଦିବାସୀ ମାନଙ୍କ ଇତିହାସ କମ୍ ସେ କମ୍ 3 ଲକ୍ଷ ବର୍ଷ ପୁରୁଣା । ଭାରତୀୟ ଆଦିବାସୀ ହିଁ ପ୍ରଥମ ଓ ମୂଳ ନାଗରିକ ।।।।