Facebook
ଭାରତ ସମ୍ବିଧାନରେ ଆଦିବାସୀ ମାନଙ୍କ ପାଇଁ ଚିହ୍ନିତ ଓ ନିର୍ଦ୍ଦାରଣ ବିଷୟରେ ଅନୁଚ୍ଛେଦ 341 ଆଉ 342 ରେ ଲେଖା ଯାଇଛି ।
ଆଦିବାସୀ ମାନଙ୍କର ଗଠନ ର ପରିଭାଷା ଅନୁଚ୍ଛେଦ 366(24) ଆଉ 366(25) ରେ କରାଯାଇଛି ।
ଭାରତ ସମ୍ବିଧାନର ଅନୁଚ୍ଛେଦ 342 ଅନୁସାରେ ରାଷ୍ଟ୍ରପତି କୌଣସି ରାଜ୍ୟ ବା ସଂଘ ରାଜ୍ୟର ଙ୍କୁ ପଚାରି କି ସେହି ରାଜ୍ୟ ର ଆଦିବାସୀ ବା ଆଦିବାସୀ ସମୂହ କୁ ଅନୁସୂଚିତ ଆଦିବାସୀ କରି ପାରିବେ ।।।।
ଆଦିବାସୀ ଙ୍କ ପାଇଁ ସମ୍ବିଧାନିକ ପ୍ରାବଧାନ ଗୁଡିକ :------
ଆଦିବାସୀ ମାନଙ୍କୁ ସାମାଜିକ ,ଆର୍ଥିକ , ରାଜନୈତିକ ଶସକ୍ତ କରେଇ ବା ପାଇଁ କ'ଣ କାନୁନ୍ ଅଛି ।
ପ୍ରଥମେ ସ୍ୱାକ୍ଷରିକ ଓ ସଂସ୍କୃତିକ ସୁରକ୍ଷା କୁ ନେଇ ଅଧିକାର ଭାରତ ସମ୍ବିଧାନର ବୁଝିବା ।।।।
ସମ୍ବିଧାନ ଅନୁଚ୍ଛେଦ 15(4) ଅନ୍ୟ ପଛୁଆ ବର୍ଗ ମାନଙ୍କ ସହ ଆଦିବାସୀ ମାନଙ୍କୁ ବିଶେଷ ପ୍ରାବଧାନ କରାଯାଇଛି ।
ଅନୁଚ୍ଛେଦ 29 ଅଳ୍ପ ସଂଖ୍ୟକ ସହିତ ଅନୁସୂଚିତ ଆଦିବାସୀ ମାନଙ୍କ ହିତ ପାଇଁ ଧ୍ୟାନ ଦିଆଯାଇଛି ।
ଏହା ସହିତ ଅନୁଚ୍ଛେଦ 46 ରାଜ୍ୟର ଜନତା ଦୁର୍ବଳ ବର୍ଗ ର ଖାସ୍ କରି ଅନୁସୂଚିତ ଜାତି ଆଉ ଅନୁସୂଚିତ ଆଦିବାସୀ ମାନଙ୍କୁ ଶିକ୍ଷା ଆଉ ଆର୍ଥିକ ସମ୍ବଦିତ ହିତ ପାଇଁ ସାମାଜିକ ଅନ୍ୟାୟ ତା ସହିତ ସବୁପ୍ରକାର ଶୋଷଣରୁ ରକ୍ଷା କରୁଛି ।
ତା ସହିତ ସମ୍ବିଧାନ ଅନୁଚ୍ଛେଦ 350 ମଧ୍ୟ ଆଦିବାସୀ ମାନଙ୍କୁ ଅଲଗା ଭାଷା, ଲିପି (ଅକ୍ଷର) ସଂସ୍କୃତିକ ସୁରକ୍ଷା ଦେବାପାଇଁ ଅଧିକାର ଅଛି ,ତା ସହିତ ମାତୃଭାଷା ରେ ଶିକ୍ଷା ପାଇବା ପାଇଁ ଅନୁମତି ଦେଇଛି ।।
ଆଦିବାସୀ ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ସମ୍ବିଧାନ ରେ କିଛି ପ୍ରାବଧାନ ଅଛି ,
ଏଥି ମଧ୍ୟରୁ ଅନୁଚ୍ଛେଦ 23 ଯେଉଁଠି ମାନବ ଦୁର୍ବ୍ୟାପାର ଆଉ ଭିକ୍ଷା ଓ ଅନ୍ୟ ସମାନ ବଳ ପୁର୍ବକ ଶ୍ରମ ର ପ୍ରତିରୋଧ କରୁଛି ।
ଆଉ ଏହି ସମ୍ବିଧାନ ଅନୁଚ୍ଛେଦ 24 ଆଦିବାସୀ ମାନଙ୍କ ଶିଶୁ ଶ୍ରମିକ ନିଷେଧ କରାଯାଇଛି ।।
ଆଦିବାସୀ ମାନଙ୍କୁ ଆର୍ଥିକ ରୂପରେ ମଜବୁତ କରିବା ପାଇଁ ସମ୍ବିଧାନ ଅନୁସୂଚି 5 ରେ ଅନୁସୂଚିତ ଆଦିବାସୀ ମାନଙ୍କୁ ପ୍ରଶାସନ ଆଉ ନିୟନ୍ତ୍ରଣ ର ପ୍ରାବଧାନ କରାଯାଇଛି ।
ଆଉ ଅନୁସୂଚି 6 ରେ ଆସାମ୍ ,ମେଘାଳୟ,ତ୍ରିପୁରା ,ଆଉ ମିଜରାମ ପରି ରାଜ୍ୟ ଆଦିବାସୀ କ୍ଷେତ୍ର ରେ ପ୍ରଶାସନ ଉପବନ୍ଧ ସାମିଲ ଅଛି ।
ଅନୁଚ୍ଛେଦ 164 ଯେଉଁଠି ଛତିଶଗଡ଼, ଝାରଖଣ୍ଡ,ମଧ୍ୟପ୍ରଦେଶ,ଆଉ ଓଡିଶା ରେ ଆଦିବାସୀ କଲ୍ୟାଣ ପାଇଁ ଭାରସାଧକ ମନ୍ତ୍ରୀ ପ୍ରାବଧାନ କରୁଛି ।
ଅନୁଚ୍ଛେଦ 330 ଲୋକ ସଭାରେ ଅନୁସୂଚିତ ଆଦିବାସୀ ମାନଙ୍କ ପାଇଁ ସିଟ୍ ଆରକ୍ଷଣକରାଯାଇଛି ,
ଅନୁଚ୍ଛେଦ 330 ପାଇଁ ଲୋକସଭାରେ ସବୁ 545 ସିଟ୍ ଭିତରୁ 41 ସିଟ୍ ଆଦିବାସୀ ସମୂହ ମାନଙ୍କ ଆରକ୍ଷିତ କରାଯାଇଛି ।।।।
ଅନୁଚ୍ଛେଦ 332 ଯେଉଁଠି ରାଜ୍ୟ ବିଧାନସଭା ରେ ଅନୁସୂଚିତ ଆଦିବାସୀ ମାନଙ୍କ ସିଟ୍ ର ଆରକ୍ଷଣ କରୁଛି । ଆଉ ଅନୁଚ୍ଛେଦ 334 ପାଇଁ 10 ବର୍ଷ ର ଅବଧି ର ପ୍ରାବଧାନ ରହିଛି ।
ତା ସହିତ ସମ୍ବିଧାନ ଅନୁଚ୍ଛେଦ 243 ଆଦିବାସୀ ସମୂହ ଙ୍କ ପାଇଁ ପଞ୍ଚାୟତ ସିଟ୍ ର ଆରକ୍ଷଣ ରହିଛି ।
ଆଉ ଅନୁଚ୍ଛେଦ 371 ପୂର୍ବତର ରାଜ୍ୟ ସିକିମ୍ ର ସମ୍ବନ୍ଧରେ ବିଶେଷ ପ୍ରାବଧାନ କରୁଛି ।।
ସେ ସବୁ ସହିତ ଅନୁଚ୍ଛେଦ 338A ପାଇଁ 89 ସଂଶଧନ ଜରିଆରେ ରାଷ୍ଟ୍ରୀୟ ଅନୁସୂଚିତ ଆଦିବାସୀ ଆୟୋଗ ର 2004 ମସିହାରେ କରାଯାଇଛି ।
ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆଉ ଅନୁସୂଚିତ ଆଦିବାସୀ ହିତର ରକ୍ଷା ପାଇଁ କାମ କରୁଛି ।
ସମ୍ବିଧାନ ର ଅନୁଚ୍ଛେଦ 16(4)
ଅନୁଚ୍ଛେଦ 16(4A), ଅନୁଚ୍ଛେଦ 164(B) ଅନୁଚ୍ଛେଦ 335 ,ଆଉ 320(40) ପରି ମହତ୍ତ୍ୱପୂର୍ଣ୍ଣ ପ୍ରାବଧାନ ର ଜରିଆରେ ଆଦିବାସୀ ସମୂହ ମାନଙ୍କ ପାଇଁ ସେବା ସମ୍ବଧିତ କାନୁନ୍ ର ନିର୍ଦ୍ଧାରଣ କରାଯାଇଛି ।
ଆଦିବାସୀ ମାନଙ୍କ ପାଇଁ PVTGs ମାନେ Particularly Vulnerable Tribe Groups ର କଥା କୁହାଯାଇଛି ।
75 ଆଦିବାସୀ ସମୂହ ଗୃହ ମନ୍ତ୍ରାଳୟ ବିଶେଷ ରୂପରେ କମଜର ଆଦିବାସୀ ସମୂହ ରୂପେ ବର୍ଗିକୃତ କରିଛନ୍ତି ।
ଏହି ସମୟରେ ଆଦିବାସୀ ମାନେ 18 ରାଜ୍ୟ ଓ ଆଣ୍ଡମନ୍ ନିକୋବର୍ ଦ୍ୱିପ ସମୂହ ରେ ବାସ କରନ୍ତି ।।।।।
(🙏ଦୟାକରି ଆମ ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କ ପାଖକୁ ପଠାନ୍ତୁ {SHARE କରନ୍ତୁ} 🙏)