ANIMISM ଆତ୍ମବାଦ

YOUTUBE
                            ANIMISM
The Worlds Oldest Belief System !
Anima ଗୋଟିଏ Latin ଶବ୍ଦ ଯାହାର ଅର୍ଥ :- ଆତ୍ମା, ଜୀବନ, ଶ୍ୱାସ ।  ଦୁନିଆର ପ୍ରଥମ ସହଜ(Simple) ମୌଳିକ(Basic) ପ୍ରକାର ର ଧର୍ମ ଯାହାକୁ କୁହାଯାଉଛି ANIMISM (ଆତ୍ମବାଦ/ଜୀବବାଦ) ଏହି ଧର୍ମ ରେ କୌଣସି ଭଗବାନ ନଥିଲେ ,ମନୁଷ୍ୟ କାଲି ପ୍ରକୃତି ଓ ସେଠାରେ ଥିବା ବସ୍ତୁ ଜୀବ ଇତ୍ୟାଦି କୁ ମାନୁଥିଲେ । Animism ଧର୍ମ 1.9 Million ବା  0.2% ଲୋକ ଦୁନିଆରେ ମାନନ୍ତି ,ଏହି ଧର୍ମ କୁ ସାରା ଦୁନିଆରେ ମନୁଥିଲେ ଓ ଏବେ ମଧ୍ୟ କିଛି ଆଦିବାସୀ ମାନେ ଏବେ ମଧ୍ୟ ମାନନ୍ତି ଉଦାହରଣ:--- ଆମ ଭାରତର ଓଡିଶା ରାଜ୍ୟ ହ୍ ର୍ଜା (ପରଜା) ,କନ୍ଧ, ପେଙ୍ଗ ଇତ୍ୟାଦି ଆଦିବାସୀ ,ମଧ୍ୟବର୍ତ୍ତି ଭାରତର କରଵା ଆଦିବାସୀ,ମଣିପୁର ର କୁକିସ୍ ଆଦିବାସୀ ଓ ଅନ୍ୟ ଦେଶ ମାନଙ୍କ ରେ ବି ମାନନ୍ତି ଉଦାହରଣ:---- Myanmar ,Russia,Sweden,Thailand,Canada,USA, Philippines ଇତ୍ୟାଦି ଦେଶ ମାନଙ୍କ ରେ ବି Animism ଧର୍ମ ମାନନ୍ତି ।।
Animism ରେ ସମସ୍ତ ଜୀବିତ ଓ ନିର୍ଜୀବ ବସ୍ତୁ ସମସ୍ତ ଜିନିଷ (ପାହାଡ, ନଦୀ, ଝରଣା, ଖେଳନା ଇତ୍ୟାଦି) ରେ ଆତ୍ମା ରହିଛି ।ଗୋଟିଏ Animiest ଦୁନିଆର ସମସ୍ତ ପଶୁ ପକ୍ଷୀ ତତ୍ତ୍ୱ ଓ ପଦାର୍ଥ ସହିତ ସମ୍ବନ୍ଧ  ବନେଇ ପାରିବ ବା ଭାବର ଆଦାନ ପ୍ରଦାନ (Interact) କରି ପାରିବ   ।
କିଛି Animism କୁ ମାନିବା ଆଦିମ ଆଦିବାସୀ ଏହା ବି ମାନୁ ଥିଲେ ଯେ ଆତ୍ମାର କ୍ଷମତା ଅଛି ଭାବର ଆଦାନ ପ୍ରଦାନ (Interact)କରି ପାରିବ ଓ ଆମକୁ ଦଣ୍ଡିତ କରି ପାରିବ । ଲୋକମାନଙ୍କୁ ମନେ ରଖିବାକୁ ପଡିବ ଯେ ଆତ୍ମା କୁ ପସନ୍ଦ ନଥିବା କାର୍ଯ କରିବା କଥା ନାହିଁ ,ନହେଲେ ଦଣ୍ଡ ଦେବ । 
ଏହି ଧାରଣା (Ideology) କେମିତି ଆସିଲା ? ଆତ୍ମା ବୋଲି ଗୋଟିଏ ଜିନିଷ ଅଛି :-- ଏହି ଧାରଣା ଆସିଲା ସ୍ୱପ୍ନ ରୁ ,କେହି ଜଣେ ପ୍ରଥମେ ସ୍ୱପ୍ନ ଦେଖି ଥୀବ । ସେ ସ୍ୱପ୍ନ ରେ ନିଜକୁ ଦେଖି ଥିବ,ତାର ନକଲି (Duplicate) ପାହାଡ଼ କୁ ଟେକି ପାରୁ ଥିବ ଓ କୋଉଠି ବି ଯାଇ ଆସି ପିରୁ ଥିବ । ଅସଲି (Rea World) ଦୁନିଆରେ ରେ କିନ୍ତୁ ଅସମ୍ଭବ ଥିବ । ଏହି ସବୁ ସେତେବେଳେ ହୋଉଥିଲା ,ଓ ଏହା ଦେଖି ଦେଖି ଧାରଣ (Ideology)ଆସିଲା ଯେ କିଛି ଅଛି ଆମ ମାନଙ୍କ ଠାରୁ ବହୁତ ଶକ୍ତିଶାଳୀ ,ଏହା ଭାବି ବା ପାଇଁ ବାଧ୍ୟ ହେଲେ ଓ ବୁଝି ବାକୁ ଚେଷ୍ଟା କଲେ ଓ ତାର ନାମ ଆତ୍ମା ଦେଲେ ।
ଆତ୍ମା ବହୁତ ଶକ୍ତିଶାଳୀ ,ବହୁତ ଗତିଶୀଳ ଓ ଭଲ ବି ଖରାପ ବି ହେଇ ପାରିବ ଓ ଆମକୁ ଦଣ୍ଡିତ କରି ପାରିବ । କିଛି ଆଦିମ ଆଦିବାସୀ ମାନେ ମାନୁଥିଲେ ଯେ ଆମେ ଶୋଇବା ପରେ ଆମ ଆତ୍ମା ଆମ ଶରୀର ର ରୁ ଅଳ୍ପ (Temporary) ସମୟ ପାଇଁ ବାହାରେ ଯାଇ ବୁଲି ଆସୁଛି ।
ଓ ଆମର ମୃତ୍ୟୁ ପରେ ଆତ୍ମା ସବୁ ଦିନ (Permanent)ପାଇଁ  ତ୍ୟାଗ କରୁଛି । କିଛି ଆଦିମ ଆଦିବାସୀ ଏହି ଧାରଣା ଯୋଗୁଁ ଗଛ ,ଝରଣା, ନଦୀ, ପାହାଡ, ପଥର ଇତ୍ୟାଦି ପୂଜା କରୁ ଥିଲେ । ଆଉ କିଛି ଆଦିମ ଆଦିବାସୀ ଏହାବି ମାନୁ ଥିଲେ ,ସେମାନଙ୍କ ଲୋକ ମାନଙ୍କ ର ମୃତ୍ୟୁ ପରେ  ଯେଉଁ ଆତ୍ମା  ସବୁଦିନ (Permanent) ପାଇଁ ଛାଡି ଯାଉଥିଲେ  ,ସେହି ଆତ୍ମା ବି କିଛି ଭଲ ଓ ଖରାପ ହେଇ ଥାଇପାରେ । କିଛି ଆତ୍ମା ଆମକୁ ସାହାଯ୍ୟ କରିବେ ଓ କିଛି ଆତ୍ମା ଆମର କ୍ଷତି ବି କରି ପାରନ୍ତି । ତେଣୁ ଗୋଟିଏ ରାସ୍ତା ବାହାର କଲେ ଯେ ସମୟେ ସମୟେ ସେମାନଙ୍କୁ ପ୍ରାର୍ଥନା କଲେ, କିଛି ଜିନିଷ ଅର୍ପଣ କଲେ ଓ ପୂଜାର୍ଚ୍ଚନା କଲେ,କିଛ ବସ୍ତୁ,ଖାଦ୍ୟ ,ରକ୍ତ ଇତ୍ୟାଦି ଦେଉଥିଲେ ଖୁସି କରେଇବା ପାଇଁ । ଏହି ପରି ଭାବରେ Animism ବଦଳି ଲା ବା ଉନ୍ନତି (Develop) ହେଇ ଗଲା । ଆଦମ ଆଦିବାସୀ ମାନେ ମାନୁ ଥିଲେ ଯେ ଶରୀର ମୃତ୍ୟୁ ହେବ ଆତ୍ମା ର କେବେ ମୃତ୍ୟୁ ହେବ ନାହିଁ । ଆତ୍ମା ଯୋଉଠି ବି ଯାଇ ଆସି ପାରିବ ଜୀବ, ନିର୍ଜୀବ,ସମସ୍ତ ବସ୍ତୁ ଓ ଜୀବିତ ଲୋକଙ୍କ ଶରୀର ରେ ଓ ମୃତ୍ୟୁ ଶରୀରର ରେ ମଧ୍ୟ ।।
କିଛି ଆଦିବାସୀ ମାନେ ମାନୁ ଥିଲେ ଯେ ମୃତ୍ୟୁ ହେଲା ପରେ 10 ଦିନ ପରେ ଆତ୍ମା ଆସି ସେମାନଙ୍କ ନିଜ ଲୋକଙ୍କୁ ପଖରେ ଛାଇ ହୋଇ ରହିବ ରକ୍ଷା କରିବା ପାଇଁ ଓ ମୃତ୍ୟୁ ପରେ ବି ଏଠାରେ ରହିବ । ଆଉ କିଛି ଆଦିବାସୀ ମାନେ ମାନନ୍ତି ଆତ୍ମା ଦୁନିଆ ଅଛି କିନ୍ତୁ ଆମ ଦୁନିଆରେ ବି କିଛି ଆତ୍ମା ରହି ଥାନ୍ତି । ଆଉ କିଛି ଆଦିବାସୀ ମାନନ୍ତି ଯେ ଶ୍ମଶାନ ରେ ଆତ୍ମା ମାନେ ବାସକରନ୍ତି ।
ଦୁଷ୍ଟ ଆତ୍ମା ଓ ଆତ୍ମା ମାନଙ୍କୁ ନିୟନ୍ତ୍ରଣ (Control) ଓ ବ୍ୟବହାର (Use)କରିବା ପାଇଁ ଓ ଏହା ଦ୍ବାରା ଭବିଷ୍ୟତ, ଅତୀତ ଦେଖି ବା ପାଇଁ ରୋଗ ଦୂର କରିବା ପାଇଁ ,ବସ୍ତୁ,ଖାଦ୍ୟ ଇତ୍ୟାଦି ପାଇବା ପାଇଁ ଓ ନିଜର ମଙ୍ଗଳ କରିବା ପାଇଁ ଓ ଅନ୍ୟ ର କ୍ଷତି କରିବା ପାଇଁ ଆତ୍ମା କୁ ବ୍ୟବହାର କରିବା ପଦ୍ଧତି ବା ତରିକା (Method) କୁ SHAMANISM କୁହାଯାଏ । ଏହି ଠାରୁ ହିଁ କଳା ଯାଦୁ (Black Magic)ବା ଗୁଣି ଗାରିଡି ର ଉତ୍ପତି ହେଇ ଥିଲା ।।।
SHAMANISM ଗୋଟିଏ ଏମିତି ବିଶ୍ୱାସ ର ପୂଜା ପଦ୍ଧତି ପାଖାପାଖି 10,000 BCE  ପୁରୁଣା । Shamanism ଦୁନିଆର ସବୁଠାରୁ ପୁରୁଣା ଓ ଦୁନିଆ ସାରା ପେହେଲି ଥିବା ବା ମାନୁ ଥିବା ବିଶ୍ୱାସ ର ପୂଜା ପଦ୍ଧତି ବୋଲି ମନାଯାଏ । ଏମାନେ ଆତ୍ମା କୁ ବିଶ୍ୱାସ କରନ୍ତି ଓ ଆତ୍ମ ଅସଲି ଦୁନିଆ (Real World) କୁ ନିୟନ୍ତ୍ରଣ (Control) କରନ୍ତି ବୋଲି ମାନନ୍ତି । ଆତ୍ମା ନିଜେ ସିଧାସଳଖ ଲୋକଙ୍କୁ ବାଛନ୍ତି SHAMANS (ଗୁର୍ ମାଇ / ଦିସାରୀ / ପୂଜାରୀ) ଙ୍କୁ Shamans ଆତ୍ମା ଠାରୁ କିଛି ବି କରାଇ ପାରିବେ ।Shamans ମାନଙ୍କୁ ଆତ୍ମା ମାନେ ପଶୁ ପକ୍ଷୀ ହୋଇ ସାହାଯ୍ୟ କରନ୍ତି। ଏହି Shamans ମାନଙ୍କୁ ବହୁତ ରୋଗ ,ମାନସିକ ଅଶାନ୍ତି ଭୋଗିବାକୁ ପଡି ଥାଏ । Shamans ଲୋକ ଉଭୟ ସ୍ତ୍ରୀ ଓ ପୁରୁଷ ହେଇ ପାରିବେ। ଏମାନଙ୍କ ପାଖରେ ସ୍ୱତନ୍ତ୍ର (Special) ଜ୍ଞାନ ଓ ଶକ୍ତି ଥାଏ । ଏମାନେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ମନା ଯାଏ । ପୂଜା ପଦ୍ଧତି ଦ୍ବାରା Shamans ଚିନ୍ତକ ଅବସ୍ଥା କୁ ଅଲଗା ସ୍ତରରେ ଯାଇ Shamans ଆତ୍ମା ସହିତ କଥା ହୁଅନ୍ତି ଆତ୍ମା ଦୁନିଆରେ ଯାଇ ପାରନ୍ତି ଓ କୌଣସି ଅସୁବିଧା ର ସମାଧାନ କରନ୍ତି । ଆତ୍ମା ମାନଙ୍କୁ ମନେଇ କି ଭବିଷ୍ୟତ, ଅତୀତ ଦେଖି ପାରନ୍ତି ,କୌଣସି ରୋଗ କୁ ଚିକିତ୍ସା ବି କରି ପାରନ୍ତି । ଆତ୍ମା ମାନଙ୍କୁ ମନେଇ ଆମ ପାଇଁ ଶିକାର କରି ଖାଇବା ପାଇଁ ପଶୁ ପକ୍ଷୀ ଙ୍କୁ ଆମ ଦୁନିଆରେ ପଠାଇ ପାରନ୍ତି । ଆତ୍ମା ମାନେ କହନ୍ତି ଯେ କିଛି ନୀତିନିୟମ ମାନି ଆମକୁ କିଛି ଅର୍ପଣ କଲେ ଆମେ ତୁମ କାମ କରିବୁ ବୋଲି  କହନ୍ତି  ,ଏହିପରି Shamans ମାନନ୍ତି ।।।
ଏହି ବିଶ୍ୱାସ ପୂଜା ପଦ୍ଧତି ଦ୍ବାରା ନିଜ ସମ୍ପ୍ରଦାୟର ଲୋକ ମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ବ୍ୟବହାର କରାଯାଏ ।।।।।।।।।।।।।
Cultural Anthropology ର ଜନକ E B Tylor  ମାନନ୍ତି ଯେ  ପୂର୍ବଜ ଙ୍କ ର ପୂଜା ବା ଆତ୍ମା ର ପୂଜା ହିଁ ପ୍ରାରମ୍ଭିକ ଧର୍ମ ବୋଲି ମାନନ୍ତି ଓ ପୂର୍ବଜ ଙ୍କ ସମାଧି ହିଁ ପ୍ରଥମ ମନ୍ଦିର ବୋଲି ମାନନ୍ତି । ଆଉ ପୂର୍ବଜଙ୍କ ପୂଜାରୁ ହିଁ ଧର୍ମ ଆସିଛି  ମାନନ୍ତି ।।।।।।।।।।।।

(🙏ଦୟାକରି ଆମ ସମସ୍ତ  ଭାଇ ଭଉଣୀ ମାନଙ୍କ ପାଖକୁ ପଠାନ୍ତୁ {SHARE କରନ୍ତୁ} 🙏)